Announcement
Narendra Modi  ·  2026-09-15 08:53

X @narendramodi

Nuakhai Juhar!

Warm greetings on Nuakhai, a festival that celebrates our farmers, the harvest and the spirit of togetherness.

May this special occasion strengthen bonds of harmony and bring happiness and prosperity in our society.

ନୂଆଁଖାଇ ଜୁହାର୍‌ !

ଆମ କୃଷକ, ଫସଲ ଏବଂ ଏକତାର ପର୍ବ ନୂଆଁଖାଇର ଅନେକ ଅନେକ ଶୁଭକାମନା ।

ଏହି ସ୍ୱତନ୍ତ୍ର ଅବସର ଆମ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରୁ ଏବଂ ଖୁସି ଓ ସମୃଦ୍ଧି ନେଇ ଆସୁ ।

Notes

Nuakhai Juhar! Warm greetings on Nuakhai, a festival that celebrates our farmers, the harvest and the spirit of togetherness. May this special occasion strengthen bonds of harmony and bring happiness and prosperity in our society. ନୂଆଁଖାଇ ଜୁହାର୍‌ ! ଆମ କୃଷକ, ଫସଲ ଏବଂ ଏକତାର ପର୍ବ ନୂଆଁଖାଇର ଅନେକ ଅନେକ ଶୁଭକାମନା । ଏହି ସ୍ୱତନ୍ତ୍ର ଅବସର ଆମ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରୁ ଏବଂ ଖୁସି ଓ ସମୃଦ୍ଧି ନେଇ ଆସୁ ।